ଆସନ୍ତାକାଲି ନିଜ ଜନ୍ମମାଟିକୁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ। ପ୍ରଥମେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଗାର୍ଡ ଅଫ ଅରନର ଦିଆଯିବ। କମିଶନରେଟ ପୋଲିସ ପକ୍ଷରୁ ପ୍ରାକ ପ୍ରସ୍ତୁତି ଜାରି ରହିଛି । ଆଜି ଅପରାହ୍ନରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କାରକେଡ଼ ରିହଲସଲ ଶେଷ ହୋଇଛି....।
#President #DraupadiMurmu #security #CommissioneratePolice #CarcadeRehearsal #Bhubaneswar #odisha #ArgusNews