ଆପୋଲୋ କ୍ୟାନ୍ସର ସେଣ୍ଟର୍ ପକ୍ଷରୁ ଆୟୋଜିତ ଅଭିଯାନ ' ପିକ୍ ଟୁ ପିକ୍ - ୱିନିଂ ଓଭର୍ କ୍ୟାନ୍ସର ' କାର୍ଯ୍ୟକ୍ରମରେ ଦୁଃସାହସିକ ସଫଳତା ହାସଲ କରିଛନ୍ତି କ୍ୟାନ୍ସର ପୀଡ଼ିତ ବ୍ୟକ୍ତିମାନେ। ଦେଶର ବିଭିନ୍ନ କୋଣରୁ କ୍ୟାନ୍ସର ରୋଗ ଉପରେ ବିଜୟ ହାସଲ କରିଥିବା ୮ ଜଣ ବ୍ୟକ୍ତି ୫ଦିନିଆ ପାହାଡ଼ ଚଢ଼ା ଅଭିଯାନ ସଫଳତାର ସହ ଶେଷ କରିଛନ୍ତି।
#Bhubaneswar #ApolloHospital #cancercenter #PressMeet #Odisha #ArgusNews