ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣା ଗତ ୨୭ ତାରିଖରେ ପ୍ରବୀର କୁମାର ବିନ୍ଧାଣୀଙ୍କ ବାଡିରେ ଥିବା ଆମ୍ବଗଛ ପବନରେ ଉଡି ପଡୋଶୀ ଚନ୍ଦନ ନାୟକଙ୍କ ବାଡିରେ ପଡିବାକୁ ନେଇ ପଡୋଶୀ ଉତକ୍ଷିପ୍ତ ହୋଇ ପ୍ରବୀରଙ୍କ ଘରେ ପଶି ପାଟିତୁଣ୍ଡ କରିବା ସହିତ ତାଙ୍କ ସ୍ତ୍ରୀ ଓ ଭଉଣୀଙ୍କୁ ମାଡ ମାରିଥିଲେ।
#udala #protest #policestation #justice #Odisha #ArgusNews