#ଉପକୂଳରେ_ପାନୀୟ_ଜଳ_ସଙ୍କଟ !
ଲୋକଙ୍କୁ ଜଳ କଷ୍ଟରୁ ମୁକ୍ତି ଦେବାକୁ ସରକାରଙ୍କ ଅନେକ ଯୋଜନା ଥାଇ ବି ନଥିଲା ଭଳି । ବସୁଧା ଯୋଜନାରେ ବସିଥିବା ପାଣି ଟାଙ୍କି ଥାଇ ମଧ୍ୟ ଡହଳ ବିକଳ ଲୋକେ । ହେଲେ ଏଥିପ୍ରତି ନା ବିଭାଗ ନା ପ୍ରଶାସନ, କାହାରି ନଜର ପଡୁନାହିଁ । ପୁରୀ ଡେଲାଙ୍ଗରୁ ଦେଖିବା ଏହି ରିପୋର୍ଟ
#Puri #delanga #Drinkingater #BasudhaYojna #failed #ArgusNews