ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଜେଜେଙ୍କୁ କାନ୍ଧରେ ବସାଇ ଶ୍ରୀମନ୍ଦିର ଭିତରକୁ ନେଲା ନାତୁଣୀ । ପୂର୍ବରୁ ଅନେକ ପୁରୁଷ ଲୋକ ତାଙ୍କ ଆତ୍ମୀୟ ମାନଙ୍କୁ ପିଠିରେ ବୋହିନେବା ଦୃଶ୍ୟ ଦର୍ଶକବନ୍ଧୁ ଆପଣ ଦେଖିଛନ୍ତି। କିନ୍ତୁ ଜଣେ ନାତୁଣି ଝିଅ ତା ଜେଜେବାପାଙ୍କୁ କାନ୍ଧରେ ନାଉ କରି ଶ୍ରୀମନ୍ଦିର ଭିତରକୁ ନେବାର ଦୃଶ୍ୟ ସତରେ ବିରଳ
#ArgusNews #Puri #JagannathTemple #JagannathDevotee #Odisha