#ରେଭେନ୍ସା_ବିଶ୍ବବିଦ୍ୟାଳୟରେ_ଆଣ୍ଠୁଏ_ପାଣି
କାଳବୈଶାଖୀ ଜନିତ ବର୍ଷାରେ ଜଳମଗ୍ନ ହୋଇଛି ରେଭେନ୍ସା ବିଶ୍ଵବିଦ୍ୟାଳୟ କ୍ୟାମ୍ପସ । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିବାବେଳେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି ।
#ArgusNews #Bhubaneswar #RavenshawUniversity #submerged #Heavyrain #Odisha