#ମୁଁ_ସବୁ_ଜାଣି_ଅଜଣା ବରପଦା ଇଞ୍ଜିନିୟରିଂ କଲେଜ କେଳେଙ୍କାରି ବିରୁଦ୍ଧରେ ଅଧିକାଂଶ କର୍ମାଚାରୀ ଏକାଠି । ହେଲେ ଏପରି କିଛି କର୍ମଚାରୀ ଅଛନ୍ତି ଯେଉଁମାନେ କେଳେଙ୍କାରି ବିରୋଧୀ ଆନ୍ଦୋଳନକୁ ଭଣ୍ଡୁର କରିବାକୁ କରୁଛନ୍ତି ପ୍ରୟାସ । ପ୍ରୟାସକାନ୍ତି ଓ ତାଙ୍କ ବିଧାୟକ ପିତା ପ୍ରଫୁଲ୍ଲ ସାମଲଙ୍କ ପାଇଁ ଓକିଲାତି କରୁଛନ୍ତି ଏହି କର୍ମଚାରୀ ।
#RokThok #Barpada #EngineeringCollege #corruption #Odisha #ArgusNews