ମାର୍ଚ୍ଚ 20 ପଖାଳ ଦିବସ ।
ତେଣୁ ଘର ଠୁ ବାହାର ସବୁଆଡେ ପଖାଳ ର ବାସ୍ନା । ରାଉରକେଲାରେ ମଧ୍ଯ ପଖାଳ ଦିବସକୁ ଭଲ ଭାବରେ ପାଳନ କରାଯାଇଛି । ଆମେ ବଡ ସିଂଙ୍ଘାର ଭେଜ ରେଷ୍ଟୁରାଣ୍ଟରେ ଯେଉଁଠି 150 ଟଙ୍କାରେ 21 ପ୍ରକାରର ଆଇଟମ ରହିଛି । ସବୁ ବିନା ପିଆଜ ରସୁଣ ରେ ପ୍ରସ୍ତୁତ ହୋଇଛି
#ArgusNews #Rourkela #PakhalDivas #Celebrate #Odisha