ରାଉରକେଲା ନିଆରା ଢଙ୍ଗରେ ପାଳନ ହେଉଛି ଉତ୍କଳ ଦିବସ । ଏନ ଆଇ ଟି ପରିସରରେ ଜି ୨୦ ଜନ ଭାଗିଦାରୀରେ ପାଳନ ହେଉଛି ଉତ୍କଳ ଦିବସ । ଏଥିପାଇଁ ଏନ ଆଇ ଟି ପରିସରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
#ArgusNews #Rourkela #UtkalDivas #celebrated #NITcampus #Odisha