ରାୟଗଡ଼ାର ଏକ ହୋଟେଲରେ ୨ଜଣ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ମଧ୍ୟରେ ରୁଷର ଜଣେ ବିତ୍ତଶାଳୀ ସାଂସଦ ଥିବା ସୂଚନା । ବିତ୍ତଶାଳୀ ସାଂସଦ ପାଭେମ ଆଣ୍ଟୋନୋଭଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସସପେନ୍ସ । ରୁଷ ଗଣମାଧ୍ୟମରେ ପାଭେମଙ୍କ ମୃତ୍ୟୁ ନେଇ ବିଭିନ୍ନ ତଥ୍ୟ ପ୍ରକାଶ ।
#ArgusNews #ussiantourists #DeathCase #Suspense #Rayagada #Odisha