ନିର୍ଣ୍ଣାୟକ ମୋଡ଼ରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ। ଆଜି ସମ୍ବଲପୁର ଓକିଲ ସଂଘର ସତ୍ୟାଗ୍ରହ। ସହରରେ ପୋଲିସ ଛାଉଣୀ । ସୁପ୍ରିମ କୋର୍ଟଙ୍କ ତାଗିଦ ସତ୍ତ୍ବେ ଜାରି ରହିଛି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ।
#ArgusNews #Sambalpur #AdvocateProtest #Satyagraha #highcourtbench #Odisha