ଗରିବ ଲୋକଙ୍କର୍ ଲାଗିର୍ ସରକାର ବହୁତଟେ ଯୋଜନା କରୁଛନ୍ । କିନ୍ତୁ ରାଏଜ୍ ନେ ତାର୍ ଅସଲି ଚିତ୍ର ଦେଖବାକେ ମିଲୁଛେ । ତାର୍ ଗୁଟେ ଉଦାହରଣ ଦେଖବାକେ ମିଲୁଛେ ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ରାମତିଲେଇମାଲ ଗାଁରେ । ରାସନ କାର୍ଡ ଥାଇକିନା ବି ଗୁଟେ ପରିବାରର ୫ ଜଣ ଭୁକା ରହୁଛନ୍ । ରାସନ ଆନବାକେ ଗଲେ ଓଲଟା ଧମକ ଚମକ ଦିଆଯାଉଥିବାର୍ ଅଭିଯୋଗ କରିଛନ୍ ହିତାଧିକାରୀ
#Sambalpur #Kuchinda #Rationcard #ArgusNews #Odisha