#ଆଗରପଡ଼ା_ଅଞ୍ଚଳରେ_ସକ୍ରିୟ_ବାଲି_ମାଫିଆ
ବୃଦ୍ଧି ପାଉଛି ଚୋରା ଚାଲାଣ, ଚେଇଁ ଶୋଇଛି ରାଜସ୍ୱ ବିଭାଗ । ବାଲି, ମାଟି ଓ ଇଟା ଚୋରା ଚାଲାଣ ଉପରେ ଲାଗିପାରୁନି ରୋକ୍ । ସରକାରୀ ଅଧିକାରୀଙ୍କ ଦାୟିତ୍ୱରେ ଅବହେଳା ଅଭିଯୋଗ । ଜନଜୀବନକୁ ଅସ୍ତବ୍ୟସ୍ତ କରାଉଛି ବେଆଇନ ଇଟା ଭାଟି । ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ।
#ArgusNews #Bhadrak #SandMafia #Agarpada #brick #pollution #villagers #Odisha