ବଲିଉଡରେ ଓଡିଆ ପୁଅଙ୍କ କମାଲ
ଶ୍ରୀକ୍ଷେତ୍ର ପୁରୀ ପାଇଁ ଗର୍ବ ପାଲଟିଛନ୍ତି ପୁରୀର ସୁନାପୁଅ ସଂଗ୍ରାମ। ବଲିଉଡରେ ପାଦ ଥାପିଛନ୍ତି ଓଡ଼ିଆ ଡ୍ୟାନ୍ସର, କୋରିଓଗ୍ରାଫର ସଂଗ୍ରାମ କେଶରୀ ବାରିକ । ପିଲାଦିନ ସ୍ୱପ୍ନ ହୋଇଛି ସଫଳ ।
#ArgusNews #SangramKeshariBarik #Dancer #infinitemoves #puri #mumbai #Odisha