#ନବୀନ_ପଟ୍ଟନାୟକ_ଜଣେ_ଭିଜନ_ଲେସ_ମ୍ୟାନ
ବିଜେଡିର ଜିଲ୍ଲା ସଭାପତି , ବ୍ଲକ ସଭାପତି ଭାବେ କାମ କରୁଛନ୍ତି ପ୍ରଶାସନିକ ଅଧିକାରୀ। ନବୀନ ପଟ୍ଟନାୟକ ଜଣେ ଭିଜନ ଲେସ ମ୍ୟାନ। ଅସସଜଡା ଘରକୁ ସଜାଡ଼ିବା ଏବଂ ବୁଡି ଯାଉଥିବା କଂଗ୍ରେସକୁ ବଞ୍ଚେଇବା ପାଇଁ ରାଉରକେଲା ଗସ୍ତରେ ପ୍ରଥମ ଥର ଆସି ପିସିସ ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା...।
#SaratPattanayak #NaveenPatnaik #Rourkela #Odisha #ArgusNews