କଟକରେ ବାଲିଯାତ୍ରା ସମୟରେ ବଢୁଛି ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ । ପୋଲିସ ଓ କଟକ ମହାନଗର ନିଗମ ଆଖିରେ ଧୂଳି ପକେଇ ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ ନିର୍ମାଣକୁ ନେଇ ଉଠିଛି ତୁମ୍ବି ତୋଫାନ । ୬ ଟି ସ୍ଥାନରେ ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ ହୋଇଥିବା ନେଇ କଟକ ଡିସିପିଙ୍କୁ ଚିଠି ଲେଖିଛି ସିଏମସି