ଗୋଟିଏ ଖଣ୍ଡ ବିସ୍କୁଟ ଖାଉ ଖାଉ ପାଟିରୁ ମେଞ୍ଚା ମେଞ୍ଚା ଧୂଆଁ ବାହାରୁଛି। ଯାହାକୁ ଖାଇବା ପାଇଁ ହେଉ ଅବା ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ଜମୁଛି। ଏହା ଦେଖିବାକୁ ମିଳିଛି ବିଶ୍ୱପ୍ରସିଦ୍ଧ ବାଲିଯାତ୍ରାରେ