ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ !
ଚିଟଫଣ୍ଡ କମ୍ପାନୀ ଶ୍ରୀ ଭୂମି ଗ୍ରୁପ ଅଫ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ। ଶ୍ରୀ ଭୂମି ଗ୍ରୁପ ଅଫ କମ୍ପାନୀର ୨୪ ଏକରରୁ ଉର୍ଦ୍ଧ୍ବ ଜମି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଲେ କଟକ ସ୍ବତନ୍ତ୍ର ଚିଟଫଣ୍ଡ ଅଦାଲତ।
#ArgusNews #Chitfund #SriBhumiCommpany #Odisha