#ଶ୍ରୀକ୍ଷେତ୍ରର_ଦିବ୍ୟ_ମୁକ୍ତିଶିଳା !
ତୀର୍ଥ ପୋଖରୀ ଶ୍ବେତଗଙ୍ଗା । ତା ପାଖରେ ଛୋଟିଆ ମନ୍ଦିରଟିଏ । ଯାହା ମଧ୍ୟରେ ଏକ ଆୟତାକାର ଶୀଳା ଉପରେ ତିନି ଯୋଡ଼ା ପାଦ ଚିହ୍ନ ଅଛନ୍ତି । ଆଉ ଏହି ପାଦଚିହ୍ନର ସବା ଉପରେ ରହିଛନ୍ତି ଭଗବାନ ଶମ୍ଭୁଙ୍କ ଦିବ୍ୟ ଶିବଲିଙ୍ଗ । ଜାଣିଛନ୍ତି, ଏହି ହେଉଛନ୍ତି ସେହି ଦିବ୍ୟ ମୁକ୍ତିଶିଳା। ଦେଖିବା ଏହି ରିପୋର୍ଟ
#Puri #SacredStone #SwetaGangaPond #ArgusNews #Odisha