ରାଜ୍ୟ OBC ମୋର୍ଚ୍ଚା ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟରେ ପଛୁଆବର୍ଗକୁ ନେଇ ପୁଣି ତେଜିଲା ଅସନ୍ତୋଷ। ରାଜ୍ୟ ବିଜେପିର ଗୁରୁତର ଅଭିଯୋଗ ସହ ଗୁରୁତ୍ୱପୂର୍ଣ୍ଣ ଦାବି ମଧ୍ୟ ହୋଇଛି । ଏନେଇ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳଙ୍କ ସାମ୍ବାଦିକ ସମ୍ମିଳନୀ ହୋଇଛି ବ୍ରହ୍ମପୁରରେ
#Brahmapur #BJP #PressMeet #SurathBiswal #OBCMorcha #ArgusNews #Odisha