#ଷ୍ଟ୍ରିଟଲାଇଟରେ_ମହାଦୁର୍ନୀତି
#ଜୟପୁର_ମ୍ୟୁନସିପାଲଟି_ରେ_ଦୁର୍ନୀତିର_ଗନ୍ଧ
ବିକାଶର ରଙ୍ଗିନ୍ ଚାକଚକ୍ୟ ଭିତରେ ଅଧା ସାହି ଏବେ ଅନ୍ଧକାରରେ...ବିଶାଳକାୟ ଖୁଣ୍ଟ ପୋତା ହୋଇଛି ଆଉ ଖୁଣ୍ଟରେ କ୍ଲାମ୍ପ ବି ଲାଗିଛି….ହେଲେ ଲାଇଟ ନାହି...ଏମିତି ଗୋଟିଏ କି ଦୁଇଟି ନୁହେଁ..ପାଖାପାଖି ୧୩୧୪ଟି ଲାଇଟ ବର୍ତମାନ ଗାଏବ
#StreetLght #Scam #Koraput #Odisha #ArgusNews