ବିଜେଡି ବିଧାୟକ ପ୍ରସାନ୍ତ ଜଗଦେବ ଗାଡି ଚଢାଇ ଜଣେ ମହିଳାଙ୍କୁ ମାରି ଦେବା ଘଟଣାକୁ ତିବ୍ର ନିନ୍ଦା କରିଛନ୍ତି ପୁର୍ବତନ ମନ୍ତ୍ରୀ ହିମାଂଶୁ ମେହେର । ବିଧାୟକ ଯେଉଁ କାଣ୍ଡ କରିଛନ୍ତି ତାହା ଗଣତନ୍ତ୍ର ପ୍ରତି ବିପଦ ଦର୍ଶାଉଛି ବୋଲି କହିଛନ୍ତି ହିମାଂଶୁ ମେହେର ।
#BJDMLA #Chilika #FormerMinister #Himanshumeher #Dangertodemocracy #Odisha #ArgusNews