#ବିଲେଇ_ସାଜିଛି_ବଡିଗାର୍ଡ
ତା ମାଲିକ ପିଲାକୁ ଦେଉଛି ସୁରକ୍ଷା । ସୁଜୁଛି ମାଲିକ ଓ ମାଲିକାଣୀର କରଜ । ଆଉ ସୁରକ୍ଷା ଦେଉଛି କୁନି ପିଲାକୁ । ଆପଣ ଦେଖୁଥିବା ଭିଡିଓ ଟିରେ କେମିତି କୁନି ପିଲାଟି ବାଲକୋନିରେ ଛିଡା ହୋଇଛି। ଆଉ ରେଲିଂକୁ ଧରିବାକୁ ଚେଷ୍ଟା କରୁଛି । ତାକୁ ଦେଖି ବିଲେଇ କିପରି ସେ ଛୁଆଟିର ହାତକୁ ରେଲିଂରେ ଧରିବାକୁ ଦେଉନାହିଁ ।
#Cat #bodyguard #Child #ArgusNews