#ରାଣୀପୁର_ଝରିଆଲ_ଐତିହ୍ୟ_ସ୍ଥଳୀରେ_ଉଡିବ_ସୁଉଚ୍ଚ_ଜାତୀୟ_ପତାକା
#ପୀଠ_ପରିଦର୍ଶନ_କଲେ_ଏଏସଆଇ_ଅଧିକ୍ଷକ_ପ୍ରତ୍ନତତ୍ତ୍ବବିତ
ରାଣୀପୁର ଝରିଆଲ ଯୋଗିନୀପିଠ କୁ ପହଞ୍ଚି ଅନୁଧ୍ୟାନ କରିବାସହ ଶିଘ୍ର ମନ୍ଦିର ସମୁହ କିର୍ତ୍ତିରାଜିର ସଂରକ୍ଷଣ ପାଇଁ ବାଉଣ୍ଡ୍ରୀ ୱାଳ , ବିଦ୍ୟୁତିକରଣ ଓ ପାନୀୟଜଳର ସୁ ବ୍ୟବସ୍ଥା , ଇନ୍ଦ୍ରଲାଟ ମନ୍ଦିର ପରିସରକୁ ଉନ୍ନତୀକରଣ କାମ ହାତକୁ ନିଆଯିବ ତା ଆଗରୁ ଏହି କିଛିଦିନ ମଧ୍ୟରେ ଏକ ସୁଉଚ୍ଚ ଜାତୀୟ ପତାକା ଲଗାଯିବ ଯାହାକି ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ଏକ ସ୍ମାରକ ଭଲି ରହିଯିବ ବୋଲି କହିଥିଲେ ।
#Balangir #Odisha #ArgusNews #RanipurJharial