#କେନ୍ଦ୍ର_ଦେଉଛି_ହେଲେ_ରାଜ୍ୟ_କରିପାରୁନି
#ପୁଣି_ପଦାରେ_ପଡିଛି_ରାଜ୍ୟ_ସରକାରଙ୍କ_ଅପାରଗତା
ପୌର ଭୋଟ ପୂର୍ବରୁ ପୁଣି ପଦାରେ ପଡିଲା ରାଜ୍ୟ ସରକାରଙ୍କ ଅପାରଗତା । ଖାଲି ଗାଁ ନୁହେଁ ସହରରେ ବି ବାଟ ହୁଡିଛି ପିଏମ ଆବାସ ଯୋଜନା । କେନ୍ଦ୍ର ଦେଉଛି ହେଲେ କରିପାରୁନି ରାଜ୍ୟ
#PMAwasYojana #OdishaGovt #Odisha #ArgusNews