ଆଜି ଅଗଷ୍ଟ 1 ସମ୍ବଲପୁରୀ ଦିନ । ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଦିବସ । ସମ୍ବଲପୁରୀ ଭାଷା, କଳା ସଂସ୍କୃତି, ସାହିତ୍ୟ, ପରମ୍ପରାର ପ୍ରଚାର ପ୍ରସାର ଏହି ଦିବସର ମୂଳ ଉଦେଶ୍ୟ । 2ବର୍ଷ ପରେ ଧୂମଧାମରେ ସମ୍ବଲପୁର ଦିବସ ପାଳନ କରିବେ ପଶ୍ଚିମ ଓଡିଶା ବାସୀ ।
#Sambalpuriday #celebrate #SatyaNarayanUhidhar #birthday #Odisha #ArgusNews