#ନିୟମିତ_ଶିକ୍ଷକ_ଦାବିରେ_ସାନ୍ତାଳୀ_ଭାଷାର_ଶିକ୍ଷକ_ମାନଙ୍କ_ଭାଷା_ଭିର୍ତ୍ତିକ_ପଦଯାତ୍ରା
34 ଦିନ ଧରି ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ସୁଦ୍ଧା ଦାବୀ ସମାଧାନ ନ ହେବାରୁ ଦାବୀ ଉପସ୍ଥାପନା ପାଇଁ ନବୀନ ନିବାସ ଅଭିମୁଖେ 28 ଦିନ ଚାଲି ଆସିବା ବେଳେ ଭୁବନେଶ୍ୱର ପାୱାର ହାଉସ ଛକ ନିକଟରେ ଅଟକ ରଖିଛି ପୋଲିସ ।
#ArgusNews #teachers #Protests #triballanguage #Bhubaneswar #powerhousechhaka #OdishaGovt #OdishaPolice #Odisha