ଗଞ୍ଜାମରେ କିଆଫୁଲ ଚାଷ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ଫୁଲ ଏବେ ସମଗ୍ର ବିଶ୍ୱକୁ ମହକ ଯୋଗାଉଛି ଅତର ପ୍ରସ୍ତୁତି ପାଇଁ ଗଞ୍ଜାମ କିଆଫୁଲର ଚାହିଦା ବିଶ୍ୱ ଦରବାରରେ ସର୍ବାଧିକ ରହିଛି ତେବେ ଗଞ୍ଜାମର ଜଣେ ଯୁବ ବ୍ୟବସାୟୀଙ୍କୁ ଏହି କିଆ ଫୁଲ ହିଁ ଦେଇଛି ପରିଚୟ । ଦେଖିବା ଉଦ୍ୟମୀ ଓଡ଼ିଶାର ଏହି ସ୍ୱତନ୍ତ୍ର ରିପୋର୍ଟ
#UdyamiOdisha #Ganjam #Perfume #DhananjayaPanda #ArgusNews