ପ୍ରତିବର୍ଷ ଚୈତ୍ରମାସର ପ୍ରତ୍ୟେକ ମଙ୍ଗଳବାରରେ ଗଜମୁହାଁ ପାଳିତ ହେଉଥିବା ବେଳେ ଶେଷ ମଙ୍ଗଳବାର ଖୁବ୍ ଆକର୍ଷଣୀୟ ହୋଇଥାଏ । ବିଶେଷ କରି କଟିକିଆ ସାହିର ଗଜମୁହାଁର ରହିଛି ଭିନ୍ନ ଏକ ସ୍ବତନ୍ତ୍ରତା ।