ପୋଲ ଉଦଘାଟନକୁ ନେଇ ଲୋକଙ୍କ ଭିତରେ ବଢୁଛି ଅସନ୍ତୋଷ
ନବନିର୍ମିତ ସେତୁ ଲୋକାର୍ପଣକୁ ନେଇ ବଢୁଛି ଅସନ୍ତୋଷ । ଯାହାକୁ ନେଇ ଲୋକମାନେ ବିଭିନ୍ନ ସମୟରେ ଦାବି ମଧ୍ୟ ଜଣାଇଛନ୍ତି, କିନ୍ତୁ ପ୍ରଶାସନ ନୀରବଦ୍ରଷ୍ଟା । ଗଞ୍ଜାମ ଜିଲ୍ଲାର ଆସିକା ଅନ୍ତର୍ଗତ କଇଁଫୁଲିଆ ଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା....
#ArgusNews #Odisha #Ganjam #Bridge