ଦୋକାନ ବଜାର ସମ୍ପର୍ଣ୍ଣ ରୁପେ ବନ୍ଦ ରହିଥିବା ବେଳେ ଅଞ୍ଚଳର ଭିକ୍ଷୁକ,ମାନସିକ ବିକାର ଗ୍ରସ୍ତ,ଅସହାୟ ଓ ନିରାଶ୍ରୟ ଲକଙ୍କୁ ଦିନ କୁ ଦୁଇବେଳା ଖାଦ୍ୟ ପାଇବା କଷ୍ଟ ସାଧ୍ୟ ହୋଇଥିବା ଦେଖି ଆସିକା ପୋଲିସ ପକ୍ଷରୁ ଏମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି ...
#ArgusNews #Odisha #Ganjam #Aska #Police #Helpless_People