ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଏକ ମହାଖୁଲାସା । ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କ ପୁଅର ଚାଞ୍ଚଲ୍ୟକର ବୟାନ । ତାଙ୍କ ପୁଅ କହିଛନ୍ତି, ବାପା ଫୋନ କରିଥିଲେ ଓ ମାମାଙ୍କୁ କହିବୁ ମୋର ଦୁର୍ଘଟଣା ହେଲେ ଏଥିରେ କେହି ବି ଦାୟୀ ରହିବେ ନାହିଁ ....
#ArgusNews #UpdateNews #Mahanga #Cuttack #Mahanga_Murder_Revelation
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app