ବଢି ବଢାଇଲା ଦୁର୍ଦ୍ଦଶା । ହୀରାକୁଦ ବନ୍ୟାଜଳରେ ଅଧା ଓଡ଼ିଶା ଉବୁଟୁବୁ । ଶହଶହ ଗାଁ ଜଳମଗ୍ନ । ହଜାର ହଜାର ଲୋକ ପ୍ରଭାବିତ । ଭୋକ ଉପାସରେ ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ପଡିରହିଛନ୍ତି । କିନ୍ତୁ ଏଯାଏଁ ପ୍ରଶାସନର ଦେଖାନାହିଁ ...
#ArgusNews #Flood_Situation #Odisha