ପରୀ ଅପହରଣକାରୀଙ୍କୁ ସୁରକ୍ଷା ଦେଇଛନ୍ତି ରାଜ୍ୟ ସରକାର....ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବାପାଇଁ ଘଟଣାର ଲିପାପୋତା କାମରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ଲଗାଯାଇଛି । ଆଉ ଅରୁଣବୋଥ୍ରା ବାବୁ ଏବେ ଏହି କାମରେ ଲାଗିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି....ବିଜେପି ପକ୍ଷରୁ ଚାଲିଥିବା ନୟାଗଡ ଅଭିମୁଖେ ପଦଯାତ୍ରା ଆଜି ଶେଷ ହୋଇଛି ...
#ArgusNews #Odisha #JusticeForParee #BJP
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app