କଂଗ୍ରେସରେ ପୁଣି ଆରମ୍ଭ ହେଲା ନିରଞ୍ଜନ ହଟାଅ ଅଭିଯାନ । ବନ୍ଧୁ ମିଳନ ନାଁରେ ଏକାଠି ହେଲେ ନିରଞ୍ଜନ ବିରୋଧୀ ଗୋଷ୍ଠୀ । କିଛି ଦିନ ତଳେ ଦିଲ୍ଲୀ ଯାଇଥିବା ନେତା ବୈଠକର ନେତୃତ୍ୱ ନେଇଥିବା ବେଳେ ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିରଞ୍ଜନଙ୍କୁ ସିଧାସଳଖ ଦାୟୀ କରିଛନ୍ତି ଦଳର ନେତା । ସେପଟେ ତାଙ୍କ ବିରୋଧରେ ମେଳି ନେଇ କିଛି ଜାଣିନାହାଁନ୍ତି ବୋଲି କହିଛନ୍ତି ସଭାପତି ନିରଞ୍ଜନ ପଟ୍ଟନାୟକ ...
#ArgusNews #Odisha #congress #PCC #NiranjanPatnaik
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app