ବୁର୍ଲା ଯୁବଗୋଷ୍ଠୀଙ୍କ ନିଆରା ଉଦ୍ୟମ । ସହରରେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା 80ଟି ନଦୀବନ୍ଧର ପୁନରୁଦ୍ଧାର କାମ ହାତକୁ ନେଇ ଆତ୍ମନିର୍ଭରର ବାର୍ତ୍ତା ଦେଲେ ଯୁବକ । ବନ୍ଧର ସଫେଇ ସହ ମାଛ ଚାଷ ପାଇଁ ଯୋଜନା କଲେ ଯୁବକ... #ArgusNews #Odisha #Sambalpur #Burla #Atmanirbhar #Fish_Farming
