ଶୁଖିଲା ଲାଉକୁ ଜୀବନ୍ତ ରୂପ
ଆଗାମୀ ପୀଢ଼ି ପାଇଁ ପାଲଟି ଯାଇଥାନ୍ତା ଇତିହାସ... ଯାହା ଦେଖିବାକୁ ମିଳିଥାନ୍ତା କେବଳ ମ୍ୟୁଜିୟମର କାଚ ଘର ଭିତରେ। ତାହା ହେଉଛି ଆଦିବାସୀଙ୍କ ଲାଉତୁମ୍ବା । କିନ୍ତୁ ଲାଉତୁମ୍ବାକୁ ଜୀବନ୍ତ ରୂପ ଦେଇ ଘରର ସୌନ୍ଦର୍ଯ୍ୟ ବଢାଇବାରେ ସହାୟକ କରାଇଛନ୍ତି ରାୟଗଡାର ପ୍ରେରଣା ଅନୁଷ୍ଠାନ....
#ArgusNews #Odisha #Rayagada #Lau #Home_Decoration
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app