ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଙ୍ଘର ସଦସ୍ୟଙ୍କୁ ଉଠାଇ ନେଲା ପୋଲିସ.... ବାରମ୍ବାର ଦାବି ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଙ୍ଘର ସଦସ୍ୟମାନେ.....
#ArgusNews #Odisha #Bhubaneswar #Odisha_Junior_Teacher_Association