ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସରଳ ହେଲା କମିସନରେଟ ପୋଲିସର ୱେବସାଇଟ୍ । ଆଜି ଲୋକାର୍ପିତ ହୋଇଥିବା ଏହି ରି-ଡିଜାଇନ ୱେବସାଇଟକୁ ମୋବାଇଲ ଫ୍ରେଣ୍ଡଲି କରାଯାଇଛି । ଏହାଦ୍ୱାରା ଜଣେ ବ୍ୟକ୍ତି ମୋବାଇଲରେ ସୁବିଧାରେ ଏହାର ବ୍ୟବହାର କରିପାରିବ ...
#TheArgus #Commissionrate_Police #Handicapped #Webside_ReDesign