ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ରେଞ୍ଜ ବାଙ୍କତେତେଲ ଗାଁରେ ଅଘଟଣ । ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଗ୍ରାମର ଉପେନ୍ଦ୍ର ଦୀପ ଭୋର ସକାଳୁ ନିଜକୁ ବିଲକୁ ଯାଇଥିବାବେଳେ ହାତୀ ସହ ମୁହାଁ ମୁହିଁ ହୋଇଥିଲେ । ସେଠାରେ ତାଙ୍କୁ ହାତୀ ଦଳିଦେଇଛି ...
#ArgusNews #Odisha #Subarnapur #ElephantAttack #ElephantTerror