ଭବିଷ୍ୟତକୁ ନେଇ ମନ ଭିତରେ ଅଛି ଅସୁମାରୀ ଆଶା ଓ ସ୍ଵପ୍ନ । କିନ୍ତୁ କଁଅଳ କାନ୍ଧରେ ରହିଛି ପରିବାରର ବୋଝ । ଯାହା ପାଇଁ ପାଠ ପଢ଼ିବା ସାଙ୍ଗକୁ ଜଳଖିଆ ଦୋକାନର କଥା ବୁଝୁଛନ୍ତି । ବାପା ଚାଲିଯିବା ପରେ ପାଠ ଖର୍ଚ୍ଚ ଉଠାଇବା ଆଉ ପରିବାର ପେଟରେ ଦାନା ଦେବାପାଇଁ ଉତ୍କଳ ୟୂନିଭରସିଟି କ୍ୟାମ୍ପସ ଭିତରେ ବରା ଇଟିଲି ବିକୁଛନ୍ତି ଅମିତ...
#ArgusNews #Odisha #Bhubaneswar #Idli_Shop