#ଶିମିଳିପାଳ_ପରେ_ଜଳୁଛି_ବରୁଣେଇ । ପାହାଡ ପାଦଦେଶ ଜଙ୍ଗଲରେ ନିଆଁ । ବିପଦରେ ମୂଲ୍ୟବାନ ଗଛ, ବନ୍ୟଜନ୍ତୁ । ନିଆଁ ଆଁରେ ଖୋର୍ଦ୍ଧା ସ୍ଥିତ ବରୁଣେଇ ପାହାଡ । ପାଦଦେଶ ଜଙ୍ଗଲରେ କୁହୁଳୁଛି ନିଆଁ । ପାହାଡର ଶିଖରରେ ନିଆଁ ଲାଗିଥିବାବେଳେ ଧୀରେ ଧୀରେ ଏହା ବ୍ୟାପିବାରେ ଲାଗିଛି । ଯାହାଫଳରେ ନିଆଁକୁ ଆୟତ୍ତ କରିବା କାଠିକର ପାଠ ହୋଇଛି...
#ArgusNews #Odisha #Bhubaneswar #Forest_Fire #Barunei #Similipal_fire