4 ମାସ ହେଲା ମିଳିଲାନି ନରେଗା ପାଉଣା
ସୁନ୍ଦରଗଡ଼, ତାଲା ବନ୍ଦ ସମୟରେ ଆର୍ଥିକ ଅଭାବ ର ଶୀକାର ହୋଇ ନରେଗା ଯୋଜନାରେ କାମ କରିଥିଲେ ଗରିବ ଖଟିଖିଆ । କାମ କରି ଦି ପଇସା ରୋଜଗାର କଲେ ପରିବାର ପୋଷିବେ ବୋଲି ଆଶା ରଖିଥିଲେ। ହେଲେ କାମ କରିବାର4 ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ପାଉଣା ମିଳିନାହିଁ....
#ArgusNews #Odisha #Sundergarh #Narega_Yojana
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app