ଦକ୍ଷତା ବିକାଶ ଓ ଶିକ୍ଷାଦାନ ନାଁରେ ଓଡ଼ିଆ ଯୁବବର୍ଗଙ୍କୁ ଠକିଦେଲେ ରାଜ୍ୟ ସରକାର– ଲେଖାଶ୍ରୀ
ଧାନ ବିକ୍ରି କରି ନପାରିବା ଯୋଗୁଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ କହି ବିଫଳ ହେବା ପରେ ଚାଷୀମାନେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ କକୁଡ଼ିଆ ସେବା ସମବାୟ କାର୍ଯ୍ୟାଳୟରେ ୬ଦିନ ହେଲା ତାଲା ପକାଇଛନ୍ତି । ଏ ନେଇ କଣିହାଁ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ...
#ArgusNews #Paddyissue #Anugul #kanihan