କୋରୋନା କାଳରେବି ଭୁଲି ନାହାନ୍ତି ନିଜର ଦାୟିତ୍ବ...କର୍ତ୍ତବ୍ୟ ଆଗରେ ନିଜ ଜୀବନକୁ ପଛରେ ପକାଇ କାର୍ଯ୍ୟ କରିବାକୁ ଭୁଲନ୍ତି ନାହିଁ ..ତା ଛଡା ଝାଡୁ କରିଲେ ଚୁଲି ଜଳେ ଆଉ ପେଟକୁ ଦାନ ଯାଏ...ଲକଡାଉନରେ ସମସ୍ତେ ଘରେ ଶୋଇଥିବା ବେଳେ ଏମାନେ କିନ୍ତୁ ସକାଳୁ ସକାଳୁ ତାଙ୍କ କାମ କରିଚାଲନ୍ତି...
#ArgusNews #Odisha #BMC #bmc_cleaners #Corona #Lockdown