ବିନା ବାଧାରେ ଜଗା ଦର୍ଶନ । କାଲିଠୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆଉ କୋଭିଡ ରିପୋର୍ଟ ଦେଖାଇବାକୁ ପଡିବନାହିଁ । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ଅନ୍ୟପଟେ ଦର୍ଶନ ପାଇଁ ଜାରି ହୋଇଥିବା ଏସଓପିକୁ କଡାକଡି ପାଳନ କରାଯିବ । ଏଥିପାଇଁ ଦାୟିତ୍ୱରେ ରହିବେ 26 ପ୍ଲାଟୁନ ପୋଲିସ ଫୋର୍ସ ...
#ArgusNews #Puri #TempleOpen #SreeMandir
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app