ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଚଢେଭୋଲ ନିକଟରୁ ବିପୁଳ କିରୋସିନ ଜବତ । ପିକଅପ ଭ୍ୟାନରୁ ବେଆଇନ କିରୋସିନ ଚୋରା ଚାଲାଣ ହେଉଥିବା ଖବର ପାଇ କରଞ୍ଜିଆ ପୋଲିସ ଚଢାଉ କରିଥିଲା । 2 ହଜାର ଲିଟର କିରୋସିନ ଜବତ କରିବା ସହ ବିଶ୍ଵନାଥ ସେଠି ନାମକ ବ୍ୟକ୍ତିଙ୍କୁ ଗିରଫ ପରେ କୋର୍ଟ ଫରୱାର୍ଡ଼ କରାଯାଇଛି ...
#ArgusNews #Odisha #Mayurbhanj #Karanjia #Kerosine_Seized #Pickup_VanSeized
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍