କୋରୋନା ଛଡାଇ ନେଇଛି କୂଳ ବେଉସା । ନିଜ ଦୈନନ୍ଦିନ ଜୀବିକାକୁ ଭୁଲି ତିଆରି କରୁଛନ୍ତି ବ୍ୟାଗ । ଆମେ କହୁଛୁ ରାଜଧାନୀ ଉପକଣ୍ଠରେ ବସବାସ କରୁଥିବା କଂସା କାରିଗରଙ୍କ କଥା । ସେମାନଙ୍କ ପରିଚୟ ତାହା ରହିଥିଲେ ମଧ୍ୟ ଜୀବିକାରେ ଘଟିଛି ପରିବର୍ତ୍ତନ ...
#ArgusNews #Bhubaneswar #KansaKarigara #CoronaEffect
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app