ରାଜ୍ୟରେ ଭାଇରସର ଭୟଙ୍କର ରୁପ । ପ୍ରତି ମିନିଟରେ ସଂକ୍ରମିତ ହେଉଛନ୍ତି 5 ଜଣ ଲୋକ । ଆଉ ଏପରି ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ବି ଅଣ୍ଟା ଭିଡ଼ିଛି । ସେପଟେ ଗତ 5 ଦିନର ସଂକ୍ରମଣ ହାରକୁ ଦେଖିବ ଡ଼ିଏମଇଟି ସିଭିକେ ମହାନ୍ତି କହିଛନ୍ତି ଆମେ ଏବେ ପ୍ଲାଟୋ ବା ସମାନ୍ତରାଳ ସ୍ଥିତିରେ ରହିଛୁ....
#ArgusNews #Odisha #Corona #Ploto_Situation