ଚଳିତବର୍ଷ ମହାନଦୀରୁ ବାଲି ଉଠାଇ ପାଣି ଆଣିବା ପାଇଁ ଦାୟିତ୍ୱ ନେଇଥିବା ଠିକାଦାର ଜଣକ ନିଜ ଇଚ୍ଛାରେ ବହୁ ବିଳମ୍ବରେ ବାଲି ଖୋଳିବାରୁ ହଜାର ହଜାର ହେକ୍ଟର ଚାଷଜମି ପାଣି ଅଭାବ ପରିଲିକ୍ଷିତ ହେଉଛି । ଧାନ ଜମି ସବୁ ଫାଟି ଆଁ କଲାଣି । ଏଭଳି ଅଭିଯୋଗ ଆସିଛି କଟକ ବାଙ୍କୀ ଡ଼ମପଡା ବ୍ଲକରୁ....
#ArgusNews #Odisha #Cuttack #Mahanadi_River #Thikadara